ସାଲିଆସାହି ଜୁଆ ଆଡ୍ଡା ଉପରେ ଚଢାଉ : ୬ ଜୁଆଡିଙ୍କ ସହ କାର ଓ ବନ୍ଧୁକ ଜବତ ରାଜ୍ୟ ଖବର 2020-09-07 08:55:22 7330 views ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସାଲିଆସାହିର ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ବନ୍ଧୁକ ଏବଂ କାର ମଧ୍ୟ ଜବତ କରିଛି । ଏହା ସହିତ ପୋଲିସ୍ ୧୧ଟି ବାଇକ ଏବଂ ବିପୁଳ ପରିମାଣର ଅର୍ଥ ଜବତ କରାଯାଇଛି ।