ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୧୮% ମତଦାନ

ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୧୮% ମତଦାନ

ଜାଣିବା କଥା

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୧୮% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।