୩ଟା ସୁଦ୍ଧା ୪୭% ମତଦାନ ଜାଣିବା କଥା 2019-04-23 10:44:48 10849 views ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୭% ମତଦାନ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।