ଦୁଇଟି ସ୍ଥାନରେ ସାନି ମତଦାନ ରାଜ୍ୟ ଖବର 2019-04-23 11:25:50 11178 views ଭୁବନେଶ୍ୱର: ଇଭିଏମ ଓ ଭିଭିପାଟରେ ଭୁଲ ସଂଯୋଗ ଯୋଗୁଁ ୨ଟି ସ୍ଥାନରେ ସାନି ମତଦାନ ହେବ । କଟକ ବଡମ୍ବାର ବୁଥ ନଂ ୧୯୬ରେ ମତଦାନ ସ୍ଥଗିତ । ଦେବଗଡର ବୁଥ ନଂ ୧୮୩ରେ ବି ମତଦାନ ସ୍ଥଗିତ ରହିଛି । ଏହି ଦୁଇଟି ସ୍ଥାନରେ ସାନି ମତଦାନ ପାଇଁ ସୁପାରିଶ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।