ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୨ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୯୩୩୭୯ ଜଣ ମୃତୁ୍ୟବରଣ କରିଛନ୍ତି । ୪୮ ଲକ୍ଷ ୪୯ ହଜାର ୫୮୪ ଜଣ ସୁସ୍ଥ ହୋଇଥିବାବେଳେ ୯୬୦୯୬୯ ଜଣ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏବେ କେଉଁ ରାଜ୍ୟରେ କେତେ ସକ୍ରିୟ ମାମଲା ରହିଛି ତାହାର ସାରଣୀ ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୬୭୬୮୩ ଆସାମ : ୩୦୦୩୪ ବିହାର : ୧୨୭୭୩ ଛତିଶଗଡ଼ : ୩୦୯୨୮ ଦିଲ୍ଲୀ : ୩୦୮୬୭ ଗୋଆ : ୫୬୧୪ ଗୁଜୁରାଟ : ୧୬୪୭୮ ହରିୟାଣା : ୧୮୦୩୨ ହିମାଚଳ ପ୍ରଦେଶ : ୩୯୭୬ ଜାମ୍ମୁକାଶ୍ମୀର : ୧୯୧୭୦ ଝାରଖଣ୍ଡ : ୧୨୫୩୩ କର୍ଣ୍ଣାଟକ : ୯୮୪୯୩ କେରଳ : ୪୮୯୬୭ ମଧ୍ୟପ୍ରଦେଶ : ୨୨୧୯୮ ମହାରାଷ୍ଟ୍ର : ୨୭୩୧୯୦ ଓଡ଼ିଶା : ୩୪୮୯୭ ପଞ୍ଜାବ : ୧୯୯୩୭ ରାଜସ୍ଥାନ : ୧୯୦୩୦ ତାମିଲନାଡୁ : ୪୬୩୮୬ ତେଲେଙ୍ଗାନା : ୩୦୩୩୪ ତ୍ରିପୁରା : ୬୧୪୮ ଉତରାଖଣ୍ଡ : ୧୦୯୩୪ ଉତରପ୍ରଦେଶ : ୫୯୩୯୭ ପଶ୍ଚିମବଙ୍ଗ : ୨୫୩୭୪
