ସମ୍ବଲପୁର : ଟ୍ରକ୍ ଚକ ତଳେ ମାଆ ପୁଅଙ୍କ ଜୀବନଚାଲିଯାଇଛି ।ସମ୍ବଲପୁର – ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏକ ଦୁର୍ଘଟଣାରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍ ଦୁହିଁଙ୍କୁ ଚାପି ଦେଇଛି । ତିନି ବର୍ଷର ପୁଅକୁ ନେଇ ମା’ ଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
