ମାଓବାଦୀଙ୍କ ବର୍ବର କାଣ୍ଡ ରାଜ୍ୟ ଖବର 2019-04-28 06:59:30 7534 views ଫୁଲବାଣୀ: ଠିକାଦାରଙ୍କୁ ହତ୍ୟାକଲେ ମାଓବାଦୀ । ପିରିଙ୍ଗିଆ ଥାନା ତିଲିରପଙ୍ଗା ଗାଁରେ ବର୍ବର କାଣ୍ଡ ଘଟିଛି । ଘରୁ ଡାକିନେଇ ମାଓବାଦୀ ମାନେ ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ଲାଗିଛି ।