୯ ଟା ସୁଦ୍ଧା ୯ % ମତଦାନ ବିଶେଷ ଖବର 2019-04-29 04:02:38 6334 views ଭୁବନେଶ୍ୱର : ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ୬ ଲୋକସଭା ଓ ୪୧ ଟି ବିଧାନସଭା ପାଇଁ ମତଦାନ ଚାଲିଛି । ସକାଳ ୯ ଟା ସୁଦ୍ଧା ୯ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ କାର୍ଯ୍ୟଳୟରୁ ସୂଚନା ମିଳିଛି ।