ଇଭିଏମ ଭାଙ୍ଗିଲେ ଗ୍ରାମବାସୀ ବିଶେଷ ଖବର 2019-04-29 09:10:51 10249 views ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀରେ ଗ୍ରାମବାସୀମାନେ ସେମାବାର ଇଭିଏମ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରହଣିଆ ପଞ୍ଚାୟତରେ ୨୭୩ ନମ୍ବର ବୁଥରେ କୌଣସି କାରଣରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଗ୍ରାମବାସୀ ଇଭିଏମ ଭାଙ୍ଗିଦେଇଥିବା ସୂଚନା ମିଳିଛି।