କମ୍ବି ବେଳେ ବିସ୍ପୋରଣ ରାଜ୍ୟ ଖବର 2019-05-01 06:31:13 15121 views ବଲାଙ୍ଗିର : ଗନ୍ଧମାର୍ଦ୍ଦନ ପାହାଡରେ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ହୋଇଛି । ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ ଏହି ବିସ୍ପୋରଣ ହୋଇଛି । ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟାଇଲେ ମାଓବାଦୀ । ବିସ୍ପୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।