ପୋଲିସ ପଦକ ଘୋଷଣା

ପୋଲିସ ପଦକ ଘୋଷଣା

ରାଜ୍ୟ ଖବର

ଭୁବନେଶ୍ୱର: ସାଧାରଣ ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି । ଓଡିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଅନ୍ୟ ୧୧ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ଗୁଇନ୍ଦା ନିଦେ୍ର୍ଧଶକ ରାଧାକୃଷ୍ଣା ଶର୍ମାକୁ ରାଷ୍ଟପତି ପୋଳଇସ ପଦକ ମିଳିବ । ବିପିଏସପିଏ ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ମିଳିବ । ଉଲ୍ଲେଖନୀୟ ସେବା ପଦକ ଏସ ପ୍ରବୀଣ କୁମାର : ଆଇଜି, ଆଇନ ଶୃଙ୍ଖଳା ରବୀନ୍ଦ୍ର କୁମାର ଦାସ : ଅତିରିକ୍ତ ଏସପି, ସ୍ପେଶିଆଲ ବ୍ରାଂଚ ଭବାନୀ ଶଙ୍କର ମିଶ୍ର : ଅତିରିକ୍ତ ଏସପି, ଏସଆଇଡବ୍ଲ୍ୟ ଅଶୋକ କୁମାର ଦେହୁରୀ : ଡେପୁଟି କମାଣ୍ଡାଂଟ, ପୁଲିସ ଏକାଡେ଼ମୀ ପ୍ରକାଶ ଚନ୍ଦ୍ର ପାଲ : ଏସିପି, ଭୁବନେଶ୍ୱର ଜୋନ-୬ ମନୋରଞ୍ଜନ ଶତପଥି : ଏଏସଆଇ, ଭିଜିଲାନ୍ସ ନିଦେ୍ର୍ଧଶାଳୟ ସରୋଜ କୁମାର ଭୋଇ : ହାଭିଲଦାର, ସୁନ୍ଦରଗଡ଼ ଶେଖ ନାସିରୁଦ୍ଧିନ : ଡ୍ରାଇଭର ହାବିଲଦାର, ଭିଜିଲାନ୍ସ ନିଦେ୍ର୍ଧଶାଳୟ ଗୌତମ ପାତ୍ର : କନଷ୍ଟେବଳ, ସୁନାବେଢ଼ା ହେମନ୍ତ ବାହାଦୂର କ୍ଷତ୍ରି ଛେତ୍ରି : ସୁବେଦାର ଓଏସଏପି ସେକେଣ୍ଡ ବାଟାଲିୟନ ବୁଦା ତମାଙ୍ଗ : ଡେପୁଟି କମାଣ୍ଡାଂଟ, ଏସଓଜି