ଭୁବନେଶ୍ୱର : ସରକାରୀ ବିଦ୍ୟାଳୟଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେବା ପରେ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସ୍କୁଲଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଜଷ୍ଟିସ ଅରଜିତ ପଶ୍ୟାୟତ : ରେଭେନ୍ସା କଲେଜିୟଟ ସ୍କୁଲ, କଟକ ଦିବ୍ୟଶଙ୍କର ମିଶ୍ର : ଜୁନାଗଡ଼ ଓ ମହାଲିଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଣବ ପ୍ରକାଶ ଦାସ : ଜୟପୁର ସରକାରୀ ହାଇସ୍କୁଲ, ଏମକେସି ହାଇସ୍କୁଲ, ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବ୍ରତ ବାଗଚୀ : ୟୂନିଭରସିଟି ହାଇସ୍କୁଲ, ବାଣୀବିହାର ବିଜୟ ସାହୁ : ଶୈଳେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାପୀଠ, ପଟିଆ ପ୍ରାଥମିକ ବିଦ୍ୟାଳୟ ଆର ବାଲକ୍ରୀଷ୍ଣନ : ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ, ବେଲଗୁଣ୍ଠା, ମହତାବ ହାଇସ୍କୁଲ, ମଙ୍ଗଳପୁର ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଡକ୍ଟର ଅନୁପ ନାୟକ : ବରୀ ହାଇସ୍କୁଲ, ଯାଜପୁର ସୁଜତା କାର୍ତିକେୟନ : ବାଲୁରିଆ ହାଇସ୍କୁଲ, ପଟ୍ଟାମୁଣ୍ଡାଇ ଏବଂ ସରକାରୀ ନୋଡ଼ାଲ ଆରସିଡ଼ି ହାଇସ୍କୁଲ ଅରବିନ୍ଦ ଅଗ୍ରୱାଲ : କଂଟାବାଞ୍ଝô ବାଳିକା ଉଚ୍ଚ ବିଦ୍ୟାଳୟ, କଂଟାବାଞ୍ଜô ବାଳକ ବିଦ୍ୟାଳୟ ରସିଦ ଖାନ : ଭୁବନ ହାଇସ୍କୁଲ, ଭୁବନେଶ୍ୱର ଗୁହା ପୁନମ ତାପସ କୁମାର : ଡମ୍ବଲସୋରା ବାଳିକା ଉଚ୍ଚବିଦ୍ୟାଳୟ, ରାୟଗଡ଼ା ଏବଂ ଆରବିଡ଼ି ହାଇସ୍କୁଲ : ଦେବଗଡ଼ ଯାମିନୀ ଷଡ଼ଙ୍ଗୀ : ସହିଦ ଲକ୍ଷ୍ମଣ ନାୟକ ମୁନିସପାଲ ହାଇସ୍କୁଲ, ବ୍ରହ୍ମପୁର ସମର୍ଥ ବର୍ମା : ବିଶ୍ୱମ୍ବର ବିଦ୍ୟାପୀଠ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ପୁରୀ) ମହମ୍ମଦ ଅବଦଲ ଅଖତର : ହଳଦୀଗାଡିଆ ହାଇସ୍କୁଲ, କୋରେଇ ଲିଙ୍ଗରାଜ ପଣ୍ଡା : କୋରୁଆ ହାଇସ୍କୁଲ, ପାଟକୁରା ସାର୍ଥକ ଷଡଙ୍ଗୀ : ଅନସ୍ଲୋ ଇନଷ୍ଟିଚୁ୍ୟସନ, ଛତ୍ରପୁର
