୩ ଆତଙ୍କବାଦୀ ନିପାତ ଜାତୀୟ ଖବର 2019-05-16 05:00:48 12510 views ଶ୍ରୀନଗର:ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଏନକାଉଣ୍ଟରେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହା ସହ ଜଣେ ଯବାନ ସହିତ ହୋଇଥିଲେ । ଦଲିପୁରା ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ବେଳେ ପୋଲିସ, ଏସଓଜି ଓ ସିଆରପିଏଫର ଯବାନ ମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ ।