କଟକ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ବିଶ୍ଵ ମହିଳା ଦିବସକୁ କଳାଦିବସ ରୂପେ ପାଳନ କରାଯିବ

କଟକ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ବିଶ୍ଵ ମହିଳା ଦିବସକୁ କଳାଦିବସ ରୂପେ ପାଳନ କରାଯିବ

ରାଜ୍ୟ ଖବର

ଆଜି ତା୦୮/୦୩/୨୦୨୧ରିଖ ସୋମବାର ଦିବା ୧୧.୩୦ ଘଟିକା ସମୟରେ କଟକ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ବିଶ୍ଵ ମହିଳା ଦିବସକୁ କଳାଦିବସ ରୂପେ ପାଳନ କରାଯିବ, ଏହି ଅବସରରେ ଆମ ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ ଜେନା ଓ ଜ଼ିଲ୍ଲାର ଅନ୍ୟାନ୍ଯ ନେତୃମଣ୍ଡଳୀ ଉପସ୍ଥିତ ରହିବେ, ଆପଣଙ୍କୁ ଅନୁରୋଧ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବେ ।