ନନ୍ଦିଗ୍ରାମ : ପଶ୍ଚିମବଙ୍ଗ ରେ ଆସନ୍ତା ନିର୍ବାଚନରେ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ନନ୍ଦିଗ୍ରାମ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ଉପତ୍ର ଆରମାନ ହୋଇଥିବା ସୂଚନା ମିଳିଛି।ସେ ନିଜ କାର ବାହାରେ ଠିଆ ହୋଇଥିବା ସମୟରେ ଚାରି ରୁ ପାଞ୍ଚ ଜଣ ଲୋକ ଆସି ତାଙ୍କୁ ଧକ୍କା ମାରି ଗାଡି ଭିତରକୁ ଠେଲି ଦେଇଥିଲେ ଯାହା ଫଳରେ ତାଙ୍କର ପାଦ ମୋଡି ହୋଇଯିବ ସହ ଛାତିରେ ଆଘାତ ଲାଗିଥିବାର ସୁଶ୍ରୀ ବାନାର୍ଜୀ କହିଛନ୍ତି।ତାପରେ ସେ ସଂଗେ ସଂଗେ କୋଲକାତା ଫେରି ଯାଇଥିବା ଜଣା ପଡ଼ିଛି।
