୧୦ ଟା ସୁଦ୍ଧା ୧୧.୭୫ % ମତଦାନ

୧୦ ଟା ସୁଦ୍ଧା ୧୧.୭୫ % ମତଦାନ

ରାଜନୀତି

ନୂଆଦିଲ୍ଲୀ : ଆଜି ଦେଶରେ ୫୯ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି । ସକାଳ ୧୦ ଟା ସୁଦ୍ଧା ମୋଟ ମତଦାନ ୧୧.୭୫ ପ୍ରତିଶତ ରହିଛି । ବିହାରରେ ୧୦.୮୫ %, ହିମାଚଳ ପ୍ରଦୋରେ ୧୨.୨୭% , ପଞ୍ଜାବରେ ୧୦.୦୧ % , ଉତରପ୍ରଦେଶରେ ୧୦.୩୫%, ପଶ୍ଚିମବଙ୍ଗରେ ୧୪.୯୫% , ଝାଡଖଣ୍ଡରେ ୧୫% ଓ ଚଣ୍ଡିଗଡରେ ୧୦.୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।