ବଜ୍ରପାତରେ ୧୪ ଗୋରୁ ମୃତ ରାଜ୍ୟ 2019-05-20 09:18:07 8184 views ମୁନିଗୁଡା: ବଜ୍ରପାତରେ ପଡିଆରେ ଚରୁଥିବା ୧୪ଟି ଗୋରୁଙ୍କ ମୃତ୍ୟୁ ହୋଇଛି । ମୁନିଗୁଡା ବ୍ଲକ ଚାଂଚରାଗୁଡା ଗାଁ ନିକଟସ୍ଥ ପଡିଆରେ କିଛି ଗୋରୁ ଚରୁଥିବା ସମୟରେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୧୪ଟି ଗୋରୁଙ୍କ ଜୀବନ ଚାଲି ଯାଇଛି ।