ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ରାଜ୍ୟ ଖବର

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ବର୍ଦ୍ଧିତ ବିଜୁଳି ଦର ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନଏକ ପ୍ରତ୍ୟାହାର ଦାବି କଲେ । ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଗୃହ ମଧ୍ୟଭାଗରେ ବିରୋଧଈ ସଦସ୍ୟଙ୍କ ହଟ୍ଟଗୋଳ ଓ ହୋହଲ୍ଲା । ଗୃହକୁ ୧୫ ମିନିଟ ମୁଲତବି ରଖିଲେ ବାଚସ୍ପତି । ଗୃହକୁ ସପୁରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ ।