ଜିଏସିଟି ଠକେଇ: ବ୍ୟବସାୟୀ ଗିରଫ ରାଜ୍ୟ 2019-05-21 07:30:23 6902 views ରାଉରକେଲା: ଆଜି୧୮ କୋଟିର ଜିଏସିଟି ଠକେଇ ମାମଲାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାମ ହେଉଛି କମଲ ପସାରୀ। ଚଢ଼ାଉ କରି ଗିରଫ କରିଛି ରାଉରକେଲା ଜିଏସଟି କମିଶନରେଟ । ଏହାସହ ଅନ୍ୟ କେତେକ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।