ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିରୋଧୀଙ୍କୁ  ଝଟକା

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିରୋଧୀଙ୍କୁ ଝଟକା

ଜାତୀୟ ଖବର

ନୂଆଦିଲ୍ଲୀ : ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିରୋଧୀ ଦଳଙ୍କୁ ବୁଧବାର ଝଟକା ଲାଗିଛି। ବିପକ୍ଷନେତା ମାନେ ଭିଭିପାଟ୍‌ ଏବଂ ଭୋଟର ତାଲିକା କାଗଜ ଟୁକୁଡା ମିଳାଇବା କାର୍ଯ୍ୟ ୫୦ ପ୍ରତିଶତ ହେବ ବୋଲି ଦାବି କରିଥିଲେ। ତେବେ ନିର୍ବାଚନ କମିଶନ ଏହା ଉପରେ ବିଚାର ବିମର୍ଷ କରି ଭିଭିପାଟ୍‌୍‌ରେ ଗଣତି କାର୍ଯ୍ୟ ପୂର୍ବପରି ହେବ ବୋଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏନେଇ ବିରୋଧର ଦଳ ନେତା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।