ରାଜ୍ୟ ସରକାର ୧୨ ଜଣ ଓଏଏସ ଅଫିସରଙ୍କ କରିଛନ୍ତି ବଦଳି

ରାଜ୍ୟ ସରକାର ୧୨ ଜଣ ଓଏଏସ ଅଫିସରଙ୍କ କରିଛନ୍ତି ବଦଳି

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟ ସରକାର ୧୨ ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି । ମଧୁସୂଦନ ଦାସଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ମହେଶ କୁମାର ଚୌଧୁରୀଙ୍କୁ ଗଞ୍ଜାମ ଆରଆଇସିର ମହାପ୍ରବନ୍ଧକ, ଇନ୍ଦ୍ରମଣି ନାୟକଙ୍କୁ ଭଦ୍ରକ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ, ଅନାମ ଚରଣ ପାତ୍ରଙ୍କୁ ଗଜପତି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ, ସମ୍ବିତ କୁମାର ନାୟକଙ୍କୁ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ଦୁର୍ଗା ପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ, ସଂଗ୍ରାମ କେଶରୀ ପଣ୍ଡାଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ, ମୈତ୍ରେୟୀ ଭଟ୍ଟାଚାର୍ଯ୍ୟଙ୍କୁ କଟକ ଅତିରିକ୍ତ ଜିଲ୍ଲାପାଳ, ରଜନୀ କାନ୍ତ ସ୍ୱାଇଁଙ୍କୁ ଅନୁଗୁଳ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓ ଧର୍ମାନନ୍ଦ ବେହେରାଙ୍କୁ ରାୟଗଡ଼ା ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ ନିଯୁକ୍ତ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି ।