ଭୁବନେଶ୍ୱର : ଓଡିଶା ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ପ୍ରାୟ କେତେକ ପ୍ରାର୍ଥୀ ୧୫ ହଜାର ଭୋଟରେ ଆଗୁଆ ଅଛନ୍ତି । ଆସନ୍ତୁ ଜାଣିବା କେଉଁ ପ୍ରାର୍ଥୀ ୧୫ ହଜାର ଭୋଟ ଆଗୁଆ ଅଛନ୍ତି । ଆନନ୍ଦପୁର : ଭାଗିରଥି ସେଠୀ - ୨୭୮୧୧ ଆସ୍କା : ମଂଜୁଳା ସ୍ୱାଇଁ - ୨୨୦୬୭ ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ - ୧୫୬୪୭ ଆଠମଲିକ : ରମେଶ ଚନ୍ଦ୍ର ସାଏ - ୨୧୭୨୫ ବ୍ରହ୍ମପୁର : ବିକ୍ରମ ପଣ୍ଡା - ୨୦୯୪୧ ବିଜେପୁର : ନବୀନ ପଟ୍ଟନାୟକ - ୩୦୧୬୦ ବିଞ୍ଝାରପୁର : ପ୍ରମିଳା ମଲ୍ଲିକ -୧୫୦୦୦ ଚମ୍ପୁଆ : ମୀନାକ୍ଷୀ ମହନ୍ତ - ୨୧୪୩୪ ବିଷମ କଟକ : ଜଗନ୍ନାଥ ସାରକା - ୧୧୫୬୨ ଛତ୍ରପୁର : ସୁବାସ ବେହେରା - ୧୦୯୪୬ ଧର୍ମଶାଳା : ପ୍ରଣବ ବଳବନ୍ତରାୟ - ୪୨୭୯୭ ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର - ୧୫୦୦୦ ଢେଙ୍କାନାଳ : ସୁଧିର କୁମାର ସାମଲ - ୧୨୭୯୨ ଘସିପୁରା : ବଦ୍ରି ନାରାୟଣ ପାତ୍ର - ୧୬୧୨୭ ହିଞ୍ଜିଳି : ନବୀନ ପଟ୍ଟନାୟକ - ୨୭୯୯୬ ଯାଜପୁର : ପ୍ରଣବ ପ୍ରକାଶ ଦାସ - ୧୫୨୨୫ ଖଲିକୋଟ : ସୂର୍ଯ୍ୟମଣି ବୈଦ୍ୟ - ୧୫୯୬୦ ଝରିଗାଁ : ପ୍ରକାଶ ଚନ୍ଦ୍ର ମାଝୀ - ୩୧୨୭୫ ଝାରସୁଗୁଡ଼ା : ନବକିଶୋର ଦାସ - ୧୭୩୫୬ ଫୁଲବାଣୀ : ଅଙ୍ଗଦ କହଁର - ୧୮୬୨୩
