ବିନା ପଞ୍ଜୀକରଣରେ ୩ୟ ପର୍ଯ୍ୟାୟ ଟିକା ମନା

ବିନା ପଞ୍ଜୀକରଣରେ ୩ୟ ପର୍ଯ୍ୟାୟ ଟିକା ମନା

ରାଜ୍ୟ

ଭୁବନେଶ୍ୱର: ୧୮ରୁ ୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ବିଏମସି କମିଶନର ସୂଚନା ଦେଇଛନ୍ତି । ସୋମବାର ଠାରୁ ବିଏମସିର ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟିକାକରଣ କରାଯିବ । ଟିକାକରଣ ପାଇଁ ଆଜି ସନ୍ଧ୍ୟାରେ ସ୍ଳଟ ବୁକିଂ ହେବ । କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଅନୁରୋଧ କଲେ କମିଶନର । ଟିକାକରଣ କେନ୍ଦ୍ରକୁ ନ ଆସି ପଞ୍ଜୀକରଣ କରିବାକୁ କହିଛନ୍ତି । ବିନା ପଞ୍ଜୀକରଣରେ ଟିକା ଦିଆଯିବନି ଟିକା । ଭୁବନେଶ୍ୱର ମହାନଗର ଅଂଚଳରେ ଭ୍ୟାସିନର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି ।