ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ.କେ ଷ୍ଟାଲିନ୍ ଜାତୀୟ ଖବର 2021-05-07 06:14:07 11231 views ଚେନ୍ନାଇ: ଡିଏମକେ ମୁଖ୍ୟ ଏମ. କେ ଷ୍ଟାଲିନ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗହଣ କରିଛନ୍ତି । କରୋନା କଟକଣା ଭିତରେ ଶପଥ ନେଲେ ଏମ.କେ ଷ୍ଟାଲିନ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଚେନ୍ନାଇ ରାଜଭବନରେ ନିରାଡମ୍ବର ଉତ୍ସବରେ ଶପଥ ନେଲେ ।