କେଉଁ ରାଶି ଲୋକ କ’ଣ ଖାଇବାକୁ ପସନ୍ଦ କରନ୍ତି?

କେଉଁ ରାଶି ଲୋକ କ’ଣ ଖାଇବାକୁ ପସନ୍ଦ କରନ୍ତି?

ବିଶେଷ ଖବର

ମେଷ : ଅଧିକ ପ୍ରୋଟିନ୍, କମ୍ ହାର୍ବୋହାଇଡ୍ର୍ରେଟ୍ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ବୃଷ : ଉଷୁନା ଭାତ, ରୁଟି, ଡ୍ରାଏ ଫ୍ରୁଟ୍, ପନିପରିବା ଅଧିକ ଖାଇବାକୁ ପସନ୍ଦ କରନ୍ତି । ମିଥୁନ୍ : ବିଭିନ୍ନ ପ୍ରକାର ଖାଦ୍ୟ ମିଶାଇ ଖାଇଲେ ଭଲ । ଚକୋଲେଟ୍ ଓ ସ୍ନାକ୍ସ ବେଶୀ ପସନ୍ଦ କର୍କଟ : ଯେକୌଣସି ଖାଦ୍ୟ ଗ୍ରହଣ କରି ଆନନ୍ଦ ପାଆନ୍ତି । ସିଂହ : ଅଣ୍ଡା, ମାଛ, ମାଂସ, କଙ୍କଡ଼ା ପସନ୍ଦ କନ୍ୟା : ଫଳ, କୋଳି, ତନ୍ତୁଜାତୀୟ ଖାଦ୍ୟ ପସନ୍ଦ ତୁଳା : ଅଧିକ କାଲସିୟମ୍ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାବେଳେ ମିଠା ପ୍ରତି ଆଗ୍ରହ କମ୍ । ବିଛା : ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଖାଦ୍ୟ ଓ ମାଛ ପସନ୍ଦ ଧନୁ : ବିଭିନ୍ନ ଫଳ, କୋଳି, ମାଛ, ଶାଗ, ବିଟ୍ ଓ ଗାଜର ପସନ୍ଦ ମକର : ଭାତ, ପିଠା, ପନିପରିବା, ଚିକେନ, ମାଛ ପସନ୍ଦ କୁମ୍ଭ : ଶାଗ, ଚୁନାମାଛ, ଭିଟାମିନ୍ ବି ଯୁକ୍ତ ଖାଇବା ପସନ୍ଦ ମୀନ : ବିଭିନ୍ନ ଖାଦ୍ୟ ସହିତ ରସୁଣ, ଅଦା ମିଶାଇ ଖାଇବା ଭଲ