ନରାଜରେ ବୁଡି ଛାତ୍ର ନିଖୋଜ ରାଜ୍ୟ 2019-05-26 09:51:40 7265 views କଟକ : କଟକ ଜିଲ୍ଲା ନରାଜ ଆନିକଟରେ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ସୁଚନା ଅନୁଯାୟୀ ଯୁବକ ଜଣକ୫ ସହପାଠୀଙ୍କ ସହ ଗାଧୋଇବା ବେଳେ ଏପରି ଅଘଟଣ ଘଟିଥିଲା । ଗାଧୋଇବା ବେଳେ ନରାଜ ଆନିକଟରେ ବୁଡି ନିଖୋଜ ଥିବା ଜଣାପଡୁଛି । ନିଖୋଜ ଯୁବକ ଏକ ଘରୋଇ ଇଞ୍ଜିନିୟରିଂ କଲୋଜର ଛାତ୍ର ଜଣାପଡୁଛି ।