- ରତି ପରିତୃପ୍ତିର ପ୍ରକôୃଷ୍ଟ ସମୟ ବସନ୍ତ ଋତୁ । ଏଇ ସମୟରେ ନାରୀ ପୁରୁଷଙ୍କର ଯୌନକ୍ଷୁଧା ବୃଦ୍ଧି ପାଇଥାଏ । - ଶରତ ଋତୁରେ ରତି ମିଳନ ସୁଖକର ହୋଇଥାଏ । - ଗ୍ରୀଷ୍ମକାଳରେ ଯୌନ ପିପାସା ଯେତେ ବଢ଼ିଲେ ମଧ୍ୟ ସମ୍ଭୋଗଠାରୁ ଦୂରେଇ ରହିବା ଭଲ । - ଶାରୀରିକ ଅସୁସ୍ଥତା ସମୟରେ ସମ୍ଭୋଗ ବର୍ଜନୀୟ । - ଭୋଜନ କରିବାର ୨/୩ ଘଂଟା ପରେ ସହବାସ କରିବା ଉଚିତ୍ । ପେଟପୂରା ଖାଇ ସମ୍ଭୋଗରେ ମାତିଲେ ବିଭିନ୍ନ ପ୍ରକାର ଅସୁବିଧା ହୋଇପାରେ - ସମ୍ଭୋଗ ଦିନ ଖଟା/ଆଚାର ଖାଇବା ଉଚିତ୍ ନୁହେଁ । - ରାତି ୧୨ଟାରୁ ୩ଟା ମଧ୍ୟରେ ସମ୍ଭୋଗ କରିବା ବେଶ୍ ସୁଖଦାୟକ - ଦିବା ସମ୍ଭୋଗ ଆଦୌ ହିତକର ନୁହେଁ । ଏହି ସମୟରେ ଗର୍ଭ ରହିଲେ ସନ୍ତାନ ଦୁର୍ବଳ ଏବଂ ଅଳ୍ପାୟୁ ହୁଏ - ସନ୍ତାନ କାମନା ଥିଲେ ରାତ୍ରିର ଚତୁର୍ଥ ପ୍ରହର ଅତି ଉତ୍ତମ - ସମ୍ଭୋଗ କରିବାର ୨୪ ଘଂଟା ମଧ୍ୟରେ ପୁଣି ଥରେ ରତି ମିଳନ ପାଇଁ ବ୍ୟଗ୍ର ହେବା ଅନୁଚିତ୍ - ସପ୍ତାହରେ ଥରେ ସମ୍ଭୋଗ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକର - ରାତ୍ରିର ପ୍ରଥମ ପ୍ରହରରେ ସହବାସ କଲେ ଯଦି ଗର୍ଭ ରହେ ତେବେ ସନ୍ତାନ ଅଳ୍ପାୟୁ ହୁଏ । - ରାତ୍ରିର ଦ୍ୱିତୀୟ ପ୍ରହରରେ ପୁତ୍ର ଦରିଦ୍ର, କନ୍ୟା ଭାଗ୍ୟହୀନା ହୋଇଥା’ନ୍ତି । - ରାତ୍ରିର ତୃତୀୟ ପ୍ରହରରେ ପୁତ୍ର ଦାସ, କନ୍ୟା ଦାସୀ ହୁଏ - ରାତ୍ରିର ଚତୁର୍ଥ ପ୍ରହରରେ ପୁତ୍ର ବିଚକ୍ଷଣ, ବୁଦ୍ଧିମାନ, ବିଦ୍ୱାନ, ଦୀର୍ଘାୟୂ ହୁଏ ଏବଂ କନ୍ୟା ସୌଭାଗ୍ୟବତୀ ହେବ ।
