ଆସନ୍ତୁ ଜାଣିବା କେଉଁ ବିଜେପି ନେତାମାନେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ନବକଳେବରରେ ସୁଯୋଗ ପାଇବେ

ଆସନ୍ତୁ ଜାଣିବା କେଉଁ ବିଜେପି ନେତାମାନେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ନବକଳେବରରେ ସୁଯୋଗ ପାଇବେ

ରାଜ୍ୟ ଖବର

ଭୁବନେଶ୍ୱର : ମୋଦିଙ୍କ ମନ୍ତ୍ରୀମଣ୍ଡଳର ନବକଳେବର ହେବାକୁ ଯାଉଛି  । ସଂଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ  । ମୋଦିଙ୍କ ଏହି ଟିମରେ ଯେଉଁ ୪୩ ନେତାଙ୍କ ନାମ ସାମିଲ ହୋଇଛି ସେମାନଙ୍କ ତାଲିକା ଆସିଯାଇଛି  । ଆସନ୍ତୁ ଜାଣିବା କେଉଁ ବିଜେପି ନେତାମାନେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ନବକଳେବରରେ ସୁଯୋଗ ପାଇବେ  ।

ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି କୁମାର ପାରସ, କିରେନ ରିଜଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନୁସୁଖ ମାଣ୍ଡବୀୟ, ଭୂପେନ୍ଦ୍ର ଯାଦବ, ପୁରୁଷୋତମ ରୁପାଲା, ଜି.କିସାନ ରେଡ୍ଡୀ, ଅନୁରାଗ ସିଂହ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ସିଂହ ପଟେଲ, ଡକ୍ଟର ସତ୍ୟପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ସୁଶ୍ରୀ ଶୋଭା କରାଣ୍ଡଲାଜେ, ଭାନୁ ପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମୀନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, କୁଶଲ କିଶୋର, ଅଜୟ ଭଟ୍ଟ, ବିଏଲ ବର୍ମା, ଅଜୟ କୁମାର, ଚୌହ୍ୱାନ ଦେବୁସିହ୍ନ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ଡକ୍ଟର ସୁବାସ ସରକାର, ଡକ୍ଟର ଭଗବନ କିସାନରାଓ କରାଡ଼, ଡକ୍ଟର ରାଜକୁମାର ରଞ୍ଜନ ସିଂହ, ଡକ୍ଟର ଭାରତୀ ପ୍ରବୀନ ପାୱାର, ବିଶେଶ୍ୱର ଟୁଡ଼ୁ, ଶାନ୍ତନୁ କୁମାର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ ବର୍ଲା, ଡକ୍ଟର ଏଲ ମୁରୁଗନ ଓ ନିଶିଥ ପରମାଣିକ  ।

Powered by Froala Editor