ଆପଣଙ୍କ ପାପୁଲି ରେଖା ଏଭଳି ରହିଛିକି ? ସାମ୍ନା କରିପାରନ୍ତି ବଡ ସମସ୍ୟା

ଆପଣଙ୍କ ପାପୁଲି ରେଖା ଏଭଳି ରହିଛିକି ? ସାମ୍ନା କରିପାରନ୍ତି ବଡ ସମସ୍ୟା

ବିଶେଷ ଖବର

ଶାସ୍ତ୍ର ଅନୁଯାୟୀ ହସ୍ତରେଖାରୁ ମଣିଷର ଅନେକ ଘଟଣା ଜଣା ପଡିଥାଏ  । ମଣିଷର ହାତରେ ଅନେକ ପ୍ରକାର ରେଖା ରହିଛି  । ଯେପରି ଜୀବନ ରେଖା, ବିବାହ ରେଖା, ଆୟୂରେଖା, ଭାଗ୍ୟ ରେଖା ଇତ୍ୟାଦି । ଏଥିରେ ଏପରି ଜିନିଷ ଥାଏ ଯାହା ବ୍ୟକ୍ତିର ମାନସିକ ସ୍ଥିତି ସମ୍ପର୍କରେ ଜଣା ପଡିଥାଏ । ଯେପରିକି,

- ଯଦି ଆପଣଙ୍କ ମସ୍ତିଷ୍କ ରେଖା ପାପୁଲିର ମଝିରୁ ତଳକୁ ଯାଇ ହୃଦୟ ରେଖା ସହ ମିଶିଥାଏ, ତେବେ ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ଥାଆନ୍ତି । ବଡ ସମସ୍ୟା ମଧ୍ୟ ସାମ୍ନା କରିବାକୁ ପଡିଥାଏ  ।

- ଯଦି ଚନ୍ଦ୍ର ପର୍ବତରେ କ୍ରୋନ୍ସ, ଜାଲର ଚିହ୍ନ ରହିଥାଏ ତେବେ ବ୍ୟକ୍ତି ଅଧିକ ଡିପ୍ରେସନ ଶିକାର ହୋଇଥାଏ ଓ ବ୍ୟକ୍ତି ଜଣଙ୍କ ଅପରାଧ କରିବାର ସମ୍ଭାବନା ରହିଥାଏ  ।

- ତେଣୁ ବିଶେଷ କରି ଚନ୍ଦ୍ର ପର୍ବତ ଏବଂ ମସ୍ତିଷ୍କ ରେଖାର ଆକଳନ ଠିକ୍ ହେବା ଆବଶ୍ୟକ । ଡିପ୍ରେସନ, ମାନସିକ, ଅସ୍ଥିରତା, ମାନସିକ ବିକ୍ଷିପôତା ଆଦି ସମ୍ବନ୍ଧ ବ୍ୟକ୍ତିର ମନ ସହ ଯୋଡି ହୋଇଥାଏ । ଯାହାର କାରକ ଗ୍ରହ ଚନ୍ଦ୍ରମା । ଏପରି ପରିସ୍ଥିତିରେ ବ୍ୟକ୍ତିର ଚନ୍ଦ୍ର ପର୍ବତ ଓ ମସ୍ତିଷ୍କ ରେଖା ଠିକ୍ ରହିବା ଜରୁରୀ । ଏପରି  ଥିଲେ ଜ୍ୟୋତିଷଙ୍କ ସହ ପରାମର୍ଶ କରିବା ପ୍ରତିକାର କରିବା ଉଚିତ୍ ।

Powered by Froala Editor