କାବୁଲ୍ ବିସ୍ଫୋରଣରେ ପାକିସ୍ତାନ ଲିଙ୍କ !

କାବୁଲ୍ ବିସ୍ଫୋରଣରେ ପାକିସ୍ତାନ ଲିଙ୍କ !

ବିଶେଷ ଖବର

କାବୁଲ: କାବୁଲବିମାନ ବନ୍ଦରରେଘଟିଥିବାବିସ୍ଫୋରଣ ପଛରେ ପାକିସ୍ତାନର ହାତ ରହିଛି।  ଅର୍ଥାତ ପାକିସ୍ତାନର ଆଇଏସଆଇଏସ ଚେହେରା ବୋଲି କୁହାଯାଉଥିବା ଅମିର ମୱାଲୱି ଅବଦୁଲ୍ଲା ଫାରୁକିର ସମ୍ପୃକ୍ତି ଅଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ତଦନ୍ତ ବେଳେ ଫାରୁକି ଏହି ବିସ୍ଫୋରଣ ପଛରେ ପାକିସ୍ତାନ ହାତ ଥିବା କହିଥିଲା। ଫାରୁକି ପ୍ରଥମେ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନରେସାମିଲ ଥିଲା। ପରେତେହେରିକ-ଇ-ତାଲିବାନ ପାକିସ୍ତାନରେ ସାମିଲ ହୋଇଥିଲା। ୨୦୧୯ ଏପି୍ରଲରେଜିଆ-ଉଲ-ହକଓରଫ ଅବୁ ଉମରଖୋରାସାନିଙ୍କସ୍ଥାନରେତାଙ୍କୁ ଆଇଏସକେପି (ଇସଲାମିକଷ୍ଟେଟ ଅଫ ଖୋରାସାନ ପ୍ରୋଭିନ୍ସ) ମୁଖ୍ୟ କରାଯାଇଥିଲା ।ଗୁରୁଦ୍ୱାର ବିସ୍ଫୋରଣ ପରେ ଫାରୁକି ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିଲା।

Powered by Froala Editor