କାବୁଲ: ଆଇଏସଆଇଏସ-କେ ର ନାମଉତ୍ତରପୂର୍ବଇରାନ, ଦକ୍ଷିଣ ତୁର୍କମେନିସ୍ତାନ ଓ ଉତ୍ତର ଆଫଗାନିସ୍ତାନରେ ଆସୁଥିବା କ୍ଷେତ୍ରରେ ନାମ ଉପରେରଖାଯାଇଛି। ଏହା ଆଇଏସଆଇଏସର ଅଂଶ ବିଶେଷ ଯାହାକୁ ପାକିସ୍ତାନ-ଆଫଗାନିସ୍ତାନର ଆତଙ୍କୀ ଚଳାଇଛନ୍ତି। ପାକିସ୍ତାନରତାଲିବାନୀ ଚରମପନ୍ଥୀ ପ୍ରଥମେଏହିସଂଗଠନ ଆରମ୍ଭ କରିଥିଲେ। ଯେତେବେଳେ ସେନାର ସହାୟତାରେ ସେଠାରୁ ଏମାନଙ୍କୁ ବାହାରକରାଗଲାଏମାନେ ଆଫଗାନିସ୍ତାନର ସୀମାକୁ ପଳାଇ ଆସିଲେ ଓ ଏଠାରୁ ଅପରେଟ କରିବା ଆରମ୍ଭ କଲେ। ସେପଟେ ତାଲିବାନ ପାଶ୍ଚାତ୍ୟ ଦେଶ ଓ ଚିନ୍ତାଧାରା ପ୍ରତି ନରମ ହୋଇ ଚାଲିବାରୁ ତାଲିବାନର କିଛି ଅସନ୍ତୁଷ୍ଟ ଯୋଦ୍ଧା ଆଇଏସଆଇଏସ-କେରେ ଯୋଗ ଦେଲେ। ଆମେରିକୀୟ ଗୁଇନ୍ଦା ଏଜେନ୍ସିର ଅଧିକାରୀଙ୍କ ଅନୁସାରେ ଆଇଏସଆଇଏସ-କେ ରେ ଆଫଗାନ, ପାକିସ୍ତାନ ଓ ଉଜବେଜିସ୍ତାନର ଆତଙ୍କି ସାମିଲ ଅଛନ୍ତି। ଏହାଛଡ଼ା ସିରିଆ ଓ ଅନ୍ୟ ବିଦେଶୀ ଚରମପନ୍ଥୀସଂଗଠନରଏହି ଆତଙ୍କୀ ବିସାମିଲ ଥିବାଜଣାପଡ଼ିଛି ।
Powered by Froala Editor
