ନୂଆଖାଇରେ ମିଳିବ କାଳିଆ ଟଙ୍କା

ନୂଆଖାଇରେ ମିଳିବ କାଳିଆ ଟଙ୍କା

ରାଜ୍ୟ ଖବର

ଭୁବନେଶ୍ୱର : ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ । ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏ ଯିବ । ସୂଚନାଯୋଗ୍ୟ ଯେ ଉକôଳ ଦିବସ ଅବସରରେ ଗତ ଏପ୍ରିଲ ୧ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା ।

Powered by Froala Editor