ଦେଶରେ ୨୪ ଘଣ୍ଟାରେ ୧୯, ୭୪୦ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧୯, ୭୪୦ ସଂକ୍ରମିତ ଚିହ୍ନଟ

ଜାତୀୟ ଖବର

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ୧୯ ହଜାର ୭୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିନକରେ ଦେଶରେ ୨୪୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୦ହଜାର ୩୭୫କୁ ବୃଦ୍ଧି ପାଇଛି ।

 ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାର ସକ୍ରିୟ ମାମଲା ରହିଛି ୨ଲକ୍ଷ ୩୬ହଜାର ୬୪୩ ଓ ସୁସ୍ଥ  ସଂଖ୍ୟା ୩,୩୨,୪୮,୨୯୧କୁ ବୃଦ୍ଧି ପାଇଛି ।  


Powered by Froala Editor