ଭୋଗ ଖାଇ ୫୦ ଅସୁସ୍ଥ ରାଜ୍ୟ 2019-06-06 09:18:07 10842 views ମାଲକାନଗିରି: ପୂଜା ଭୋଗ ଖାଇ ୫୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଏମଭି ୨୫ ଗ୍ରାମରେ । ଗତକାଲି ପୂଜା ସରିଲା ପରେ ଭୋଗ ଗାଁ ଲୋକଙ୍କୁ ବଣ୍ଟାଯାଇଥିଲା । ତେବେ ଗତକାଲିର ପୂଜା ଭୋଗ ଖାଇ ୫୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଆଜି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।