ଚୀନ୍: କରୋନା ଭାଇରସ୍ ଯୋଗୁଁ ଚିନ୍ ସମଗ୍ର ବିଶ୍ବରେ ଅପବାଦ ମୁଣ୍ଡାଇଥିବା ବେଳେ ଏବେ ଆଉ ଏକ ଭାଇରସ୍କୁ ଚର୍ଚ୍ଚାକୁ ଆସିଛି। ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ ପାଇଁ ଏହି ଭୂତାଣୁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଉହାନର ସି ଫୁଡ୍ ମାର୍କେଟ ସହ କରୋନା ଭୂତାଣୁର ଲିଙ୍କ୍ ରହିଛି। ଏଠାରୁ ହିଁ ପ୍ରଥମ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଏହି ଭୂତାଣୁଗୁଡ଼ିକର ସିକ୍ୱେନ୍ସ ସାସ-କୋଭ୍-୨ କିମ୍ବା ସାର୍ସ-କୋଭ ଭାଇରସ୍ଠାରୁ ଅଲଗା ବୋଲି ଜଣାପଡ଼ିଛି।
Powered by Froala Editor
