ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ

ଜାତୀୟ ଖବର

ଭୁବନେଶ୍ୱର: ଶତାଦ୍ଦୀର ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ। ହେଲେ ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୨ରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବ। ଚନ୍ଦ୍ର ଉପଛାୟାରୁ ବାହାରିବା ଅପରାହ୍ଣ ୪ଟା ୧୭ରେ ଆରମ୍ଭ ହେବ। ସଂପୂର୍ଣ୍ଣ ଉପଛାୟାରୁ ବାହାରିବ ଅପରାହ୍ଣ ୫ଟା ୩୩ରେ। ଭାରତରେ ଏହାର କୌଣସି ପ୍ରଭାବ ନଥିବାରୁ ପାକ ନିଷେଧର ଆବଶ୍ୟକତା ନାହିଁ ବୋଲି ମତପ୍ରକାଶ ପାଇଛି। 

Powered by Froala Editor