ଇଡିରେ ହାଜର ହେଲେ ଅଭୟ ପାଠକ

ଇଡିରେ ହାଜର ହେଲେ ଅଭୟ ପାଠକ

ରାଜ୍ୟ ଖବର

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ  ଆଇଏଫ୍‌ଏସ୍ ଅଭୟ ପାଠକ। ଅର୍ଥ ହେରଫେର ମାମଲାରେ ପଚରା ଉଚରା କରୁଛି ଇଡି। ଦ୍ବିତୀୟ ଥର ପାଇଁ ଇଡିରେ ରେ ହାଜର ହୋଇଛନ୍ତି ଆଇଏଫଏସ ଅଭୟ ପାଠକ  । ପୁଅ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥ ହେରଫେର ମାମଲାରେ ମଧ୍ୟ ଯାଞ୍ଚ ଚାଲିଛି । ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଟାଟା ନାଁରେ ଠକେଇ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ ପଚରା ଉଚରା କରୁଛି ଇଡି। ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଝିଅଙ୍କୁ ଇଡି ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିବା ଜଣାପଡିଛି ।


Powered by Froala Editor