ପୌର ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ କମିଟି

ପୌର ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ କମିଟି

ରାଜନୀତି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ କଂଗ୍ରେସ ଗଠନ କଲା ୧୮ ଜଣିଆ କମିଟି  । କମିଟି ଉଭୟ ନିର୍ବାଚନର ଟିକେଟ ବଣ୍ଟନ ସହ ନିର୍ବାଚନ ପରିଚାଳନା କରିବ ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ୧୮ ଜଣିଆ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଥିବା ବେଳେ ବରିଷ୍ଠ ନେତା ଯଜ୍ଞେଶ୍ବର ବାବୁ ଆବାହକ ଅଛନ୍ତି ।ସେହିପରି କମିଟିରେ ଚିରଞ୍ଜୀବି ବିଶ୍ବାଳ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ପଞ୍ଚାନନ କାନୁନଗୋ, ସୁରେଶ ରାଉତରାୟ, ମହମ୍ମଦ ମୋକିମ, ସପ୍ତଗିରି ଉଲ୍ଲାକା, ସନ୍ତୋଷ ସିଂ ସାଲୁଜା, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସ୍ମୃତି ଲେଙ୍କା, ସାୟଦ ୟାସିର, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଅଛନ୍ତି ।


Powered by Froala Editor