ଦୁର୍ବତଙ୍କ ଆଖିବୁଜା ଗୁଳିମାଡ, ଅଳ୍ପକେ ବର୍ତିଲେ ବାଲାଂଦେଶ କ୍ରିକେଟ ଟିମ୍

ଦୁର୍ବତଙ୍କ ଆଖିବୁଜା ଗୁଳିମାଡ, ଅଳ୍ପକେ ବର୍ତିଲେ ବାଲାଂଦେଶ କ୍ରିକେଟ ଟିମ୍

ଜାତୀୟ ଖବର

ନିୁ୍ୟଜଲାଣ୍ଡ ବ୍ରାଏଷ୍ଟ ଚର୍ଚ୍ଚ ଅଲୁନ ମସଜିଦ୍ ଭିତରେ ଦୁର୍ବୁତଙ୍କ ଆଖିବୁଜା ଗୁଳିମାଡ । ଘଟଣା ସ୍ଥଳରେ ୬ ମୃତ, ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାରେ ଆଶଙ୍କା ରହିଛି । ୪ଜଣ ଦୁର୍ବୁତକୁ ପୋଲିସ ଅଟକ ରଖିଛି । ମସଜିଦ୍ ବୁଲି ଯାଇଥିବା ବଲାଂଦେଶ କ୍ରିକେଟ ଟିମ୍ ସୁରକ୍ଷିତ ଅଛନ୍ତି । ଟିମ୍ ସୁରକ୍ଷିତ ଥିବା ନେଇ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ତମିମ ଇଜବାଲ । ନ୍ୟୁଜଲାଣ୍ଡ-ବାଲାଂଦେଶ କିକ୍ରେଟ ସିରିଜ ଅଧାରୁ ବାତିଲ ହୋଇଯାଇଛି । ସୂଚନା ଅନୁଯାୟୀ ୩ୟ ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳିମାନେ ବ୍ରାଏଷ୍ଟ ଚର୍ଚ୍ଚ ସ୍ଥିତ ଏକ ହୋଟଲରେ ରହିଥିଲେ । ଖେଳାଳିମାନେ ହେଗଲ ମାର୍କ ନିକଟରେ ଥିବା ମସଜିଦକୁ ବୁଲିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ଖେଳାଳିମାନେ ଭୟଭୀତ ଅଛନ୍ତି ବୋଲି ଇସଲାମ ଟ୍ୱିଟ୍ କରି ଜଣାଇଛନ୍ତି ।