ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ନାହିଁ

ଇନ୍‌କମ୍‌ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ନାହିଁ

ଜାତୀୟ ଖବର

ନୂଆଦିଲ୍ଲୀ: ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ପ୍ରାୟ ୧ ଘଣ୍ଟା ୩୦ ମିନିଟ୍‌ରେ ଏହି ବଜେଟ୍‌ରେ ଆଇଟ୍‌ ସ୍ଲାବ୍‌ରେ କୌଣସି ପରିବର୍ତ୍ତନ କରାନଯିବା ବଡ଼ ଘୋଷଣା ରହିଛି। ସେହିପରି କ୍ରିାପ୍ଟୋ କରେନ୍‌ସରେ ସରକାର ଦୃଢ଼ ହୋଇଛନ୍ତି। ଏହା ଉପରେ ବଡ଼ ଟ୍ୟାକ୍ସ ଲାଗିଛି। ଏହା ସହିତ ଆଉ କ’ଣ କଣ ଶସ୍ତା ଓ ମହଙ୍ଗା ହୋଇଛି ଆସନ୍ତୁ ଜାଣିବା। 

୧) ଆଇଟ୍‌ ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ନାହିଁ

୨) କପଡ଼ା ଓ ଚାଷ ଉପକରଣ ସାମଗ୍ରୀ ଶସ୍ତା

୩) ବିଦେଶୀ ଛତା ମହଙ୍ଗା

୪) ପଲିସ୍ଡି ଡାଇମଣ୍ହ ଶସ୍ତା

୫) ମୋବାଇଲ୍‌ ଫୋନ୍‌ ଚାର୍ଜର ଶସ୍ତା

୬) ବଛା ବଛା ହୀରା ଶସ୍ତା

୭) ଚମଡ଼ା ସାମଗ୍ରୀ ଶସ୍ତା

୮) କ୍ୟପିଟାଲ୍‌ସ ଗୁଡ୍‌ସ ଆମଦାନୀ ଉପରେ ୭.୫% ଶୁଳ୍କ କାର ଲାଗିବ

Powered by Froala Editor