ଭୁବନେଶ୍ୱର: ପୁଣି ବଢିଛି ସୁନା ଦର। ଦୀର୍ଘ ୮ ମାସ ପରେ ସୁନାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚଛି। ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମକୁ ୪୬ହଜାର ଟଙ୍କା ହୋଇଛି। କିଲୋଗ୍ରାମ ଉପରେ ୫ହଜାର ଟଙ୍କା ବୃଦ୍ଧି ହୋଇଛି । ୨୪କ୍ୟାରେଟ ସୁନାର ୧୦ଗ୍ରାମ ମୂଲ୍ୟ ୫୧ହଜାର ୫୯୦ଟଙ୍କା ରହିଛି । ରୁପାର କିଲୋଗ୍ରାମ ପ୍ରତି ଦର ୬୩ ହଜାର ଟଙ୍କା ପାର ହୋଇଛି ।
Powered by Froala Editor
