ଗଜପତି ୩ ନଂ ଜୋନ କଂଗ୍ରେସ ଜିତିଲା

ଗଜପତି ୩ ନଂ ଜୋନ କଂଗ୍ରେସ ଜିତିଲା

ରାଜ୍ୟ ଖବର

ଗୁମ୍ମା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ୩ନମ୍ବର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ବାଜିମାତ କରିଛି। ଏହି ଜୋନରେ କଂଗ୍ରେସ ପ୍ରାର୍ଥୀନୀ ରେଣୁକା ପାତ୍ର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀନୀ ଗ୍ଲେଡି ଗମାଙ୍ଗଙ୍କୁ ୩୬୩୫ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। 

Powered by Froala Editor