ପଞ୍ଜାବରେ ସରକାର ଗଢ଼ିପାରେ ଆପ୍

ପଞ୍ଜାବରେ ସରକାର ଗଢ଼ିପାରେ ଆପ୍

ରାଜନୀତି

ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଏଠାରେ ଆମ୍‌ ଆଦ୍‌ମୀ ପାର୍ଟି ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏଠାରେ ଆପ୍‌ ୭୯ ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ୧୭ ସିଟ୍‌ରେ ଆଗୁଆ ରହିଛି। ସେହିପରି ଶିରୋମଣି ଅକାଳୀ ଦଳ ୮ଟି ଓ ବିଜେପି ୪ଟି ସିଟ୍‌ରେ ଆଗୁଆ ରହିଛି। 

ପଞ୍ଜାବରେ ୧୧୭ ସିଟ୍‌ ରହିଥିବା ବେଳେ ଏଠାରେ ଗତ ଥର କଂଗ୍ରେସ ସରକାର ଗଢ଼ିଥିଲା। କିନ୍ତୁ ଏଥର ଏଥିରେ ଆପ୍‌ ପଛରେ ଲହର ଥିବା ପରି ମନେ ହେଉଛି। ଏପରିକି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ନବଜତ ସିଂହ ସିଦ୍ଧୁ ପଛରେ ଥିବା ଜଣାପଡ଼ିଛି।  


Powered by Froala Editor