ନିଆଳି: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସରିଛି। ଏବେ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହଂସା ଘଟଣା ଦେଖିବାକୁ ମିଳୁଛି।
ଗତକାଲି ବିଳମ୍ବିତ ରାତିରେ ସରପଂଚଙ୍କ ଘର ଉପରକୁ ବୋମାମୋଡ ହୋଇଛି । କଣ୍ଟାପଡା ବ୍ଲକ ବ୍ରାହ୍ମଣବାଟିର ସରପଂଚଙ୍କ ଘରକୁ ବୋମାମାଡ ହୋଇଛି । ରାଜନୈତିକ ଶତ୍ରୁତାରୁ ବୋମା ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ବୋମାମାଡରେ କ’ଣ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିପାରିନାହିଁ । ବର୍ତ୍ତମାନ ଘଟଣା ସ୍ଥଳରେ ଗୋବିନ୍ଦପୁର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor
