ଏସବୁ ସ୍ଥାନରେ ବିଜୟୀ ହେଲେ ଏହି ପୌରାଧ୍ୟକ୍ଷ ପ୍ରାର୍ଥିୀ/ପ୍ରାର୍ଥିନୀ

ଏସବୁ ସ୍ଥାନରେ ବିଜୟୀ ହେଲେ ଏହି ପୌରାଧ୍ୟକ୍ଷ ପ୍ରାର୍ଥିୀ/ପ୍ରାର୍ଥିନୀ

ରାଜ୍ୟ ଖବର

ଭୁବନେଶ୍ୱର : ଚଳିତ ଥର ପୌରାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ଓ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି  । ନିର୍ବାଚନରେ ବିଜୁ ଜନତା ଦଳ ଦବଦବା ଜାହିର କରିଛି  । ଇତିମଧ୍ୟରେ କେତେକ ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ନିର୍ବାଚନ ନେଇ ଫଳାଫଳ ଆସିସାରିଛି  ।

ଧର୍ମଗଡ଼ : ଅଶୋକ ମହାନ୍ତି, ବିଜେପି

କେନ୍ଦ୍ରାପଡ଼ା : ସରିତା ସାହୁ, ବିଜେଡ଼ି

ଝାରସୁଗୁଡ଼ା : ରାଣୀ ହାତୀ, ବିଜେଡ଼ି

ବାଲୁଗାଁ : ସସ୍ମିତା ପାଇକରାୟ, ବିଜେଡ଼ି

ଖଣ୍ଡପଡ଼ା : ଆରତୀ ପ୍ରଧାନ, ସ୍ୱାଧୀନ

ଆଠଗଡ଼ : ସୁସ୍ମିତା ରାଉତ, ବିଜେଡ଼ି

ବିଜେପୁର : ସୀତା ବାରିକ, ବିଜେଡ଼ି

ବଲାଙ୍ଗୀର : ଗୋବିନ୍ଦ ପ୍ରଧାନ, ବିଜେଡ଼ି

ତୁଷରା : ଅଜୟ ଜୟସ୍ୱାଲ, ବିଜେଡ଼ି

ରାଇରଙ୍ଗପୁର : ଅଭିଷେକ ପଟ୍ଟନାୟକ, ବିଜେଡ଼ି

ବିନିକା : ସୁବାସ ଚନ୍ଦ୍ର ଭୋଇ, ବିଜେଡ଼ି

ଯାଜପୁର : ରଞ୍ଜୁଲତା ହୋତା, ବିଜେଡ଼ି

ବ୍ୟାସନଗର : ସଂଗୀତା ପିଙ୍ଗୁଆ, ବିଜେଡ଼ି

ସୂଚନାଯୋଗ୍ୟଯେ, ରାଜ୍ୟର ୧୦୯ ପୌର ପରିଷଦରେ ଭୋଟ ହୋଇଥିଲେବି ୧୦୮ଟିରେ ଗଣତି କରାଯାଉଛି  । ଧାମନଗରର ଫଳାଫଳ ଆଜି ଆସିପାରିବ ନାହିଁ  । ମୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା ଥିବାବେଳେ ତିନି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିଛି  । 

Powered by Froala Editor