ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଏନେଇ ଓଙଉଖତରଫରୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ପ୍ରକାଶ କରାଯାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି । ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୭୨ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୯.୬୨ ପଇସା ରହିଛି । ସେହିପରି ଉତ୍ତରପ୍ରଦେଶରେ ପେଟ୍ରୋଲ ଲିଟର ପିଛା ୯୬.୫୭, ଡିଜେଲ ଲିଟର ପିଛା ୮୯.୯୬. ହରିୟାଣାରେ ପେଟ୍ରୋଲ ୯୭.୧୮ ପଇସା, ଡିଜେଲ ୯୦.୫ ପଇସା, ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୯.୭୧ପଇସା ରହିଥିବା ବେଳେ ଡିଜେଲ ୯୪.୮୧ ପଇସା ରହିଛି ।ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧.୩୫ ପଇସା, ଡିଜେଲ ୯୭.୨୮ ପଇସା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ପଇସା, ଡିଜେଲ ୯୪.୨୪ ପଇସା, ଓଡିଶାରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ପଇସା, ଡିଜେଲ ୯୪.୭୧ ପଇସା ଓ କୋଲକାତାରେ ପେଟ୍ରୋଲ ୧୦୬.୦୩ ପଇସା ଓ ଡିଜେଲ ୯୨.୭୬ ପଇସା ରହିଛି ।
Powered by Froala Editor
