କେଉଁ ଜିଲ୍ଲାରେ କିଏ ହେଲେ ଛାତ୍ର ସଭାପତି ଜାଣନ୍ତୁ

କେଉଁ ଜିଲ୍ଲାରେ କିଏ ହେଲେ ଛାତ୍ର ସଭାପତି ଜାଣନ୍ତୁ

ରାଜ୍ୟ ଖବର

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ କରିଛନ୍ତି ।   ୫ଜଣ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୮ ବରିଷ୍ଠ ଉପସଭାପତି , ୭ଜୋନ ସଭାପତି, ୧୦ ଉପସଭାପତି, ୫୧ ସାଧାରଣ ସଂପାଦକ, ୬୧ ସଂପାଦକ, ୨୬ ଯୁଗ୍ମ ସଂପାଦକ ସହ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି । ଜିଲ୍ଲା ଛାତ୍ର ସଭାପତିମାନେ ହେଉଛନ୍ତି, 

ବଲାଙ୍ଗୀର : ସୁମନ କୁମାର ନନ୍ଦ

ସୁନ୍ଦରଗଡ : ସେହବାଜ ହୁସେନ

ପୁରୀ : ରାଜେଶ ରଥ

ବୌଦ୍ଧ : ସଙ୍ଗ୍ରାମ କେଶରୀ ଦାସ

ନୟାଗଡ : ନୀଳମାଧବ ପଣ୍ଡା

ଗଞ୍ଜାମ : ପ୍ରଶାନ୍ତ ପଣ୍ଡା

ସୋନପୁର : ସ୍ୱାଗତ ମିଶ୍ର

ଢେଙ୍କାନାଳ : ସରୋଜ ମହାପାତ୍ର

ଝାରସୁଗୁଡା : ପଲାଶ କର୍ମାକାର

ଅନୁଗୁଳ : ରବି ଲୋଚନ ଦାସ

ମାଲକାନାଗିରି : ତାପସ ନାୟକ

ରାୟଗଡା : ବିଷ୍ଣୁ ପ୍ରସାଦ ପଣ୍ଡା

କଳାହାଣ୍ଡି :  ଅଜିତ କୁମାର ସାହୁ 

ମୟୁରଭଞ୍ଜ ୧ : ସୁନିଲ ନାୟକ

ମୟୁରଭଞ୍ଜ ୨ : ଅନିଷ ମନ୍ନ

କେନ୍ଦୁଝର : ଅବିନାଶ ପଟ୍ଟନାୟକ

ଭଦ୍ରକ : ଦିପ୍ତିସୂର୍ଯ୍ୟ ବିଶ୍ୱାଳ

ଯାଜପୁର : ସୌମ୍ୟ ପ୍ରକାଶ ବିଶ୍ୱାଳ 

ଖୋର୍ଦ୍ଧା : ବିଶ୍ୱଦ୍ୱୀପ ପ୍ରଧାନ

ନୂଆପଡା : ଅମିତ କୁମାର ସିଂ ଦେଓ

ଗଜପତି : ବିଶ୍ୱଜିତ୍‌ ତ୍ରିପାଠୀ

ଭୁବନେଶ୍ୱର : ସୁବାଷ ସାହୁ 

ଦେବଗଡ : ଭବାନୀ ଶଙ୍କର ସାହୁ 

କନ୍ଧମାଳ : ସୁନୀଲ ସେଠି

ନବରଙ୍ଗପୁର : ସୁଧାଂଶୁ ଦାସ

ବାଲେଶ୍ୱର : ସିମୋନ ଦାସମହାପାତ୍ର

ଜଗତସିଂହପୁର : ସମିତ ଲେଙ୍କା

ବ୍ରହ୍ମପୁର : ଶୁଭମ୍‌ କୁମାର ନାୟକ

ସମ୍ବଲପୁର : ସୁଭ୍ରାଂଶୁ ପଧେ

ବରଗଡ : କରନ ସିକନ୍ଦର

କେନ୍ଦ୍ରାପହା : ପ୍ରଦୀପ ସାହୁ 

କଟକ ସିଟି : ସଂଜୟ ପଟ୍ଟନାୟକ

             ଅସିଫ ଆମିନ

କଟକ : ସିଦ୍ଧାର୍ଥ ପଟ୍ଟନାୟକ

         ଆଶିଷ ପଣ୍ଡା

କୋରାପୁଟ : ପ୍ରଦୀପ ପାଣ୍ଡେ

            ରାଣାପ୍ରତାପ ସିଂ

ରାଉରକେଲା : ସୁଭେନ୍ଦୁ କୁମାର ମାଝି


Powered by Froala Editor