ଓଜେଇଇ କାଉନସେଲିଂ ପଞ୍ଜୀକରଣ ଆଜିଠୁ

ଓଜେଇଇ କାଉନସେଲିଂ ପଞ୍ଜୀକରଣ ଆଜିଠୁ

ରାଜ୍ୟ ଖବର

ଭୁବନେଶ୍ୱର: ଆଜିଠୁ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଅନଲାଇନ୍‌ ମାଧ୍ୟମରେ ଏହି କାଉନସେଲିଂ କରାଯିବ।

ଲାଟେରାଲ୍‌ ବର୍ଗର ଡିପ୍ଲୋମା, ବିଏସ୍‌ସି (ଟେକ୍ନିକାଲ୍‌), ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ । ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ ଅନଲାଇନ୍‌ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ ।

Powered by Froala Editor