କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ରାଜ୍ୟ ଖବର


ବାଲେଶ୍ୱର : ଆକ୍ସନ ମୋଡରେ ପୋଲିସ୍‌ । ଆଜି ବାଲେଶ୍ୱରରୁ ପୁଣି ୧କୋଟି ୩୦ଲକ୍ଷର ବ୍ରାଉନ ସୁଗାର ଜବତ ହୋଇଛି । ବାଲେଶ୍ୱର ପୋଲିସ୍‌ ଓ ଏସଟିଏଫର ମିଳିତ ଉଦ୍ୟମରେ ଅରଡବଜାର ରେଲୱେ ଲେବଲ କ୍ରସିଂ ପାଖରୁ ଚଢାଉ କରି୧୩୮୦ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ।  

ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ରୁଗାର ଘର ପଶ୍ଚିମବଙ୍ଗ ପଞ୍ଚକୂଳାରେ ହୋଇଥିବାବେଳେ ସେ ବାଲେଶ୍ୱରରେ ରହୁଥିଲା । ସୂଚନାଥାଉ ଯେ, ଗତ ୨ତାରିଖରେ ଢେଙ୍କାନାଲ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢାଉ କରି  ୪୨ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା । 

Powered by Froala Editor