ଭୁବନେଶ୍ୱର : ମଦ ଦୋକାନୀଙ୍କୁ ପୁରସ୍କୃତ କରିବା ପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍ତି । ଯାହାକୁ ନେଇ ଏବେ ବେଶ ଆଲୋଡ଼ନ ସୃଷ୍ଟିହୋଇଛି । ତେବେ ଅବକାରୀ ବିଭାଗର ଏହି ଷ୍ଟାଣ୍ଡିଂ କମିଟିରେ କେଉଁମାନେ ସଭ୍ୟ ଅଛନ୍ତି ଜାଣନ୍ତୁ ? ଅଧ୍ୟକ୍ଷ : ସୁବ୍ରତ ତରାଇ ସୁରେଶ ରାଉତରାୟ ଚନ୍ଦ୍ରସାରଥୀ ବେହେରା ସ୍ନେହାଗିନୀ ଛୁରୀଆ ରଘୁରାମ ପଡ଼ାଲ ପର୍ଶୁରାମ ଧଡ଼ା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଗଣେଶ ରାମ ସିଂ ଖୁଂଟିଆ ଜଗନ୍ନାଥ ନାୟକ ମୌଷଧି ବାଗ ସମ୍ବିତ ରାଉତରାୟ ପ୍ରଭୂ ଜାନି
